ନୂଆଦିଲ୍ଲୀ: ସାରା ଦେଶରେ ଜାତୀୟ ଫୋରେନ୍ସି ସାଇନ୍ସେସ୍ ବିଶ୍ବବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ)ର ୯ଟି କ୍ୟାମ୍ପସ ଖୋଲିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସେଥିରୁ ଗୋଟିଏ କ୍ୟାମ୍ପସ ଓଡ଼ିଶାର ଖୋରଧାରେ ଖୋଲାଯିବ। ଏହି ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇସାରିଛି ବୋଲି ସରକାର ଜଣାଇଛନ୍ତି। ବିଶ୍ବବିଦ୍ୟାଳୟର ଅବଶିଷ୍ଟ କ୍ୟାମ୍ପସଗୁଡ଼ିକ ମହାରାଷ୍ଟ୍ରର ନାଗପୁର, ଛତିଶଗଡ଼ର ରାୟପୁର, ତାମିଲନାଡ଼ୁର ଚେଙ୍ଗଲପଟୁ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଖୋଲାଯିବ। ସେହିପରି ୭ଟି କେନ୍ଦ୍ରୀୟ ଫୋରେନ୍ସି ବିଜ୍ଞାନ ପ୍ରୟୋଗଶାଳା (ସିଏଫ୍ଏସ୍ଏଲ୍) ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଗୋଟିଏ ପ୍ରୟୋଗଶାଳା ଓଡ଼ିଶାର ଖୋରଧାରେ ମଧ୍ୟ ଖୋଲାଯାଇଛି।
Related Posts
ନୟାପଲ୍ଲୀରେ ଆଇସ୍କ୍ରିମ୍ ବ୍ରାଣ୍ଡ୍ ନାଚୁରାଲ୍ସ ନୂଆ ଷ୍ଟୋର୍
ଭୁବନେଶ୍ବର,୨୪/୦୪/୨୦୨୬: ମୁମ୍ବାଇର ପ୍ରସିଦ୍ଧ ଆଇସ୍କ୍ରିମ୍ ବ୍ରାଣ୍ଡ୍ ନାଚୁରାଲ୍ସ ପକ୍ଷରୁ ନୟାପଲ୍ଲୀରେ ନୂଆ ଷ୍ଟୋର୍ ଖୋଲାଯାଇଛି। ଏହାକୁ କମ୍ପାନିର ନିର୍ଦ୍ଦେଶକ ସିଦ୍ଧାନ୍ତ କାମତ୍ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବରରେ ଏହା…
Odisha Achieved Single largest Japanese Investment of Rs 15,000 Crore
Rengali, Sambalpur,: Bhubaneswar, 24th April 2026 : Chief Minister Mohan Charan Majhi graced the Joint Venture and initiation of partnership between…
ଇ-ସରସ ଅନଲାଇନ୍:୧୪ଶହରୁ ଅଧିକ ଉତ୍ପାଦ ବିକିଲେଣି ୮.୯୯ କୋଟି ଏସଏଚଜି ଗୋଷ୍ଠୀ ସଦସ୍ୟ
ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ପାଲଟିଛି । ଇ-ସରସ ହେଉଛି ସରକାରଙ୍କ ସମର୍ଥିତ ଏକ ଡିଜିଟାଲ ବ୍ୟବସାୟ ପ୍ଲାଟଫର୍ମ । ଏହା ସାରା ଦେଶର ଗ୍ରାମୀଣ ଉତ୍ପାଦକ ଏବଂ…